କଲେଜ କୋଠାରେ ଖସିଲା ବିମାନ ||

Talk Always Truth

ବାଂଲାଦେଶ ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ରାଜଧାନୀ କାଳରେ ପୂବା କୋଠା ଉପରେ ଖସିପଡ଼ିଛି। ସେଇ ସମୟରେ କ୍ଲାସ ଚାଲୁଥିଲା ଏବଂ ଶତାଧିକ ପିଲା ଉପସ୍ଥିତ ଥିଲେ ! ପ୍ଲେନ ଟି ବିଦ୍ୟାଳୟର କୋଠା ଉପରେ ପଡିଗଲା ଏବଂ ନିଆଁ ଓ ଧୂଆଁ ବହୁ ଉଚ୍ଚକୁ ଉଠିଯାଉଥିଲା ! ନିଆଁ ଓ ଧୂଆଁ ର ଉଚ୍ଚତା ଅଧିକ ଥିବାରୁ ନିଆଁ କୁ ଆୟତ କରିବା ସମ୍ଭବ ହେଲାଣି!
ସୂଚନା ଅନୁସାରେ ଏହି ଭୟାବହ ଦୁର୍ଘଟଣାରେ ଅନ୍ୟୁନ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ପାଇଲଟଙ୍କ ସମେତ ୧୬ ଛାତ୍ରଛାତ୍ରୀ, ୨ ଶିକ୍ଷକ ରହିଛନ୍ତି। ଅନ୍ୟ ଜଣେ ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ । ୧୭୧ରୁ ଭାର୍ଡ଼ ଆହତ ହୋଇଛନ୍ତି। ୬୦ରୁ ଭର୍ତ୍ତ ଗୁରୁତରଙ୍କୁ ବର୍ନ ଇନ୍‌ଷ୍ଟିଚ୍ୟୁଟ ରେଫର କରାଯାଇଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page