ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ: ଝାରସୁଗୁଡାରେ ରୋଡ୍‌ଶୋ, ୬୦ହଜାର କୋଟିର ପ୍ରକଳ୍ପର ଶୁଭାରମ୍ଭ

Talk Always Truth

By -SUBHASMITA ସେପ୍ଟେମ୍ବର 27 2025
ଝାରସୁଗୁଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ବାୟୁସେନାର ବିଶେଷ ବିମାନରେ ଝାରସୁଗୁଡା ବିମାନବନ୍ଦରରେ ଲାଣ୍ଡ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ନୃତ୍ୟ-ଗୀତରେ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ବାହାରିବା ପରେ ସେ ଅମଲିପାଲି ସମାବେଶ ସ୍ଥଳକୁ ରୋଡ୍‌ଶୋରେ ଯାଉଛନ୍ତି ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିବେ । ସେଥିରେ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ସହିତ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଲୋକାର୍ପଣ ଅନୁଷ୍ଠାନିତ ହେବ ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page