ଆପଣ Whatsapp ରେ ଖୋଲୁଛନ୍ତି କି କିଛି ଅଜଣା ଫାଇଲ?

Talk Always Truth

ତେବେ ସାବଧାନ ହେଇଯାନ୍ତୁ!
ଟ୍ରାପିକ ଇ ଚାଲାଣନାରେ ସାଇବର ଠକ ଏବେ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି! Whatsapp ରେ ଏକ” ଏପିକେ” ଫାଇଲ ପଠାଇ ସାଇବର ଠକ ଫୋନ୍ ହ୍ୟାକ କରୁଛନ୍ତି ! ପରେ ଫୋନ୍ ରେ ବିଭିନ୍ନ ତଥ୍ୟ ଓ ଟଙ୍କା ଠକେଇ କରୁଛନ୍ତି ! ଏଭଳି ଲିଙ୍କଠାରୁ ଦୂରରେ ରହିବାକୁ ସାଇବର ଥାନା ପକ୍ଷ ରୁ ପରାମର୍ଶ ଦିଆଯାଇଛି !
ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନେଇ ମାଳମାଳ ଅଭିଯୋଗ ଆସୁଛି ! ଏକ ଅଜଣା ନମ୍ବରରୁ Whatsapp ରେ ମେସେଜ୍ ଆସୁଛି! ଉକ୍ତ ମେସେଜ୍ ରେ ଉଲ୍ଲେଖ ରହିଛି ଯେ, ଆପଣଙ୍କ ଗାଡି ଟ୍ରାଫିକ ନିୟମ ଲେଖାଯାଇଛି ! ସେଥିପାଇଁ ଆପଣଙ୍କର ଇ -ଚାଲାଣ କଟାଯାଇଛି ! ଏହି ଇ -ଚାଲାଣର ବିସ୍ତୃତ ତଥ୍ୟ ଜାଣିବା ପାଇଁ ଦିଆଯାଇଥିବା ଫାଇଲ୍ କୁ ଖୋଲି ପଡୁଛନ୍ତି! ଯେମିତି ଉକ୍ତ ଫାଇଲ୍ ଉପରେ କ୍ଲିକ କରିବେ ତୁରନ୍ତ ଫୋନ୍ ପୁରା ବ୍ଲାକଆଉଟ ହେଇଯାଉଛି! ଅର୍ଥାତ ଫୋନ୍ ଅଚଳ ହେଲା ଭଳି ଦେଖାଯାଉଛି ! ଏହାପରେ Whatsapp…


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page