socialtalknews

ଆନ୍ଧ୍ର ପ୍ରଦେଶ ବାଲିକୁରମା ଠାରେ ପଥର କ୍ବାରୀ ଦୁର୍ଘଟଣାରେ ଯାଇଛି ୬ ଓଡ଼ିଆ ଶ୍ରମିକଙ୍କ ଜୀବନ

ଆନ୍ଧ୍ର ପ୍ରଦେଶ ବାଲିକୁରମା ଠାରେ ପଥର କ୍ବାରୀ ଦୁର୍ଘଟଣାରେ ଯାଇଛି ୬ ଓଡ଼ିଆ ଶ୍ରମିକଙ୍କ ଜୀବନ

ଆନ୍ଧ୍ର ପ୍ରଦେଶ ବାଲିକୁରମା ଠାରେ ପଥର କ୍ବାରୀ ଦୁର୍ଘଟଣାରେ ଯାଇଛି ୬ ଓଡ଼ିଆ ଶ୍ରମିକଙ୍କ ଜୀବନ

ଆଜି ଗାଁରେ ପହଞ୍ଚିଛି ଶ୍ରମିକଙ୍କ ମର ଶରୀର । ଗତକାଲି ବାଲିକୁରମା ପଥର କ୍ବାରୀରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ୬ ଜଣଙ୍କ ମଧ୍ୟରେ ଗଞ୍ଜାମ ଦିଗପହଣ୍ଡିସ୍ଥିତ ଚଷା ନିମଖଣ୍ଡିର ଦଣ୍ଡପାଣି ବାଡତ୍ୟା, ବାଙ୍ଗରଡା ଗାଁର ବନମାଳୀ ବେହେରା, ଧରାକୋଟ ଅଞ୍ଚଳର ୨ ଜଣ ଓ ମୋହନ ଅଞ୍ଚଳର ୨ ଜଣ ରହିଛନ୍ତି । ଆଜି ବାଙ୍ଗରଡା ଗାଁରେ ବନମାଳୀଙ୍କ ମୃତଦେହ ପହଞ୍ଚିଛି । ବନମାଳୀ ଗତ କିଛି ବର୍ଷ ଧରି ଆନ୍ଧ୍ରରେ କାମ କରୁଥିବା ବେଳେ ପୁଣି ଘରକୁ ଆସି ଗତ କିଛିଦିନ ହେଲା ଆନ୍ଧ୍ରକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ବନମାଳୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି

Share the Post:

Related Posts

ପୁଣି ବଢ଼ିଲା ସୁନା ରେଟ,

୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି

Read More