ଆଜିଠୁ ଗଡ଼ିବ ବସ୍ ||

Talk Always Truth

ଭୁବଳେଶ୍ଵର:- ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିଛି । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ହଟିକୁଳି ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି ଜିଦ୍ ଧରିଛନ୍ତି । ଅନ୍ୟପଟେ ଶୁକ୍ଳଚର ଆନ୍ଦୋଳନ ମଇଦାନ ଛାଡ଼ି ଅନେକ ଡାକଲର ଷ୍ଟିଅରିଂ ଧରିଛନ୍ତି । ଆସନ୍ତାକାଲିଠୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ନେଉଛି!


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page