socialtalknews

ଆଉ ନାହାନ୍ତି ଶିବୁ ସୋରେନ:

ଆଉ ନାହାନ୍ତି ଶିବୁ ସୋରେନ:

ଆଉ ନାହାନ୍ତି ଶିବୁ ସୋରେନ:

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ :
ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ।
ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ବାପାଙ୍କ ଦେହାନ୍ତ ନେଇ ସୂଚନା ଦେଲେ ପୁଅ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ହେମନ୍ତ ଏବେ ଦିଲ୍ଲୀରେ ଅଛନ୍ତି !

Share the Post:

Related Posts

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆରେ ନାମଫଳକ ପ୍ରସ. ନଗନ ଉନ୍ନୟନ ପ୍ରମୁଖ ସଚିବ ଦେଲେ ନିର୍ଦ୍ଦେଶ, ଓଡ଼ିଆରେ ନାମଫଳକ ନଲେଖିଲେ ନିୟାଯିବ କାର୍ଯ୍ୟାନୁଷ୍ଠାନ !ମୁଖ୍ୟ ସଚିବଙ୍କ ପରେ ନଗର

Read More

ପରଲୋକ ରେ ପୂର୍ବତନ ଉପବାଚସ୍ପତି :

ଭୁବନେଶ୍ୱର : ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି ।

Read More