କଣ ପାଇଁ ଗିରଫ କରା ଗଲା ପାର୍ଥ ସାରଥୀ ଙ୍କୁ…
ଓଡ଼ିଆ ସିନେ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ ! ଜମିନ ବିହୀନ ପରଓ୍ୱାନା ବଳରେ ତାଙ୍କୁ ଗିରଫ କରିଛନ୍ତି ବଡ଼ଗଡ଼ ଥାନା ପୋଲିସ ! କୋର୍ଟଙ୍କ ନିୟମ ଅବମାନନା କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେଇଥିଲି !
ନୂଆପଲ୍ଲୀ ନୂଆସାହିର ଜଣେ ବ୍ୟକ୍ତିଙ୍କ ବିରୋଧରେ 2023ରେ ବରଗଡ଼ ଥାନାରେ ଅଭିଯୋଗ ହୋଇଥିଲା ! ଅଭିଯୋଗ କରିଥିଲେ ଓଲିଉଡ୍ ର ଜଣେ ବରିଷ୍ଠ ଅଭିନେତ୍ରୀ ମଞ୍ଜୁ ( ଛଦ୍ମବେଶ 58 ବର୍ଷ ) ସେ ତାଙ୍କ ଏତଳାରେ ଦର୍ଶାଇଇଥିଲେ ଯେ ନୂଆପଲ୍ଲୀରେ ରହୁଥିବା ସମ୍ପୃକ୍ତ ବ୍ୟକ୍ତି ତାଙ୍କର ପୁଅର ବାହାଘର ପ୍ରସ୍ତାବ ନେଇ ଘରକୁ ଆସିଥିଲେ ! ତାଙ୍କ ପୁଅ ଜେଲ୍ ଯାଇଥିବାରୁ ମଞ୍ଜୁ ତାଙ୍କର ଝିଅ ବାହାଘର ସେଠାରେ କରିବାକୁ ମନା କରି ଦେଇଥିଲେ ! ତେବେ ପ୍ରତିଶୋଧ ପରାୟଣ ହେଇ ସଂପୁକ୍ତ ବ୍ୟକ୍ତି ଓ ତାଙ୍କ ପୁଅ ମଞ୍ଜୁଙ୍କ ଝିଅଙ୍କ ଏସିଡ୍ ଫିଙ୍ଗିବାକୁ ଧମକ ଦେଇଥିଲେ ! ବଡ଼ଗଡ଼ …

ଗାଧୋଇବା ବେଳେ ଅଘଟଣ :
ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ